ରାଜ୍ୟ

ବିଜେଡି ଗତିକୁ ବଳ ଓ ଶକ୍ତି ଦେବ – ପ୍ରଫୁଲ୍ଲ – Ibnodisha

[ad_1]

ଭୁବନେଶ୍ୱର : ପାଣ୍ଡିଆନଙ୍କ ନିଷ୍ପତ୍ତିକୁ ନେଇ ଆମେ ଖୁସି କହିଲେ ପ୍ରଫୁଲ୍ଲ ସାମଲ । ପାଣ୍ଡିଆନଙ୍କ ଭିଆରଏସ୍ ବିଜେଡିର ଗତିକୁ ବଳ ଓ ଶକ୍ତି ଦେବ । ଓଡିଶାର ବିକାଶ ପାଇଁ ତାଙ୍କର ଫୁଲ ଟାଇମ ଆବଶ୍ୟକତା ଥିଲା । ଏବେ ବିକାଶ କାମରେ ସେ ଅଧିକ ସମୟ ଦେଇପାରିବେ ଓ ମୁଖ୍ୟମନ୍ତ୍ରୀଙ୍କୁ ଅଧିକ ସହାୟତା ଯୋଗାଇ ପାରିବେ । ସେଥିପଇଁ ଭିଆରଏସ୍ ନିଷ୍ପତ୍ତି ବିଜେଡି ଗତିକୁ ବଳ ଓ ଶକ୍ତି ଦେବ ବୋଲି କହିଛନ୍ତି ପ୍ରଫୁଲ ।

ବାକି ଦମ୍ପତିଙ୍କ ପରି କଳିଝଗଡ଼ା ଲାଗନ୍ତି ଦୀପିକା- ରଣବୀର

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button