ଅପରାଧ

ମହିଳା ଆଇଆଇସିଙ୍କୁ ବ୍ଲେଡରେ ଆକ୍ରମଣ – Ibnodisha

[ad_1]

ଭୁୁବନେଶ୍ୱର: ବାରିପଦା ବିଶୋଇ ଥାନା ମହିଳା ଆଇଆଇସିଙ୍କୁ ବ୍ଲେଡରେ ଆକ୍ରମଣ । ଥାନାରେ ଆକ୍ରମଣ କଲା ମନ୍ଦିର ହୁଣ୍ଡି ଚୋରି ଘଟଣାର ଅଭିଯୁକ୍ତ । ଆଇଆଇସି ଏକୁଟିଆ ଥିବାବେଳେ ହାତ, ବେକରେ ବ୍ଲେଡ ଚୋଟ । ବ୍ଲେଡ ଆକ୍ରମଣରେ ମହିଳା ଆଇଆଇସି ମିନି ଭୋଇ ଆହତ ହୋଇଛନ୍ତି । ଅଭିଯୁକ୍ତକୁ ଅଟକ ରଖିଲା ପୋଲିସ । ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି ।

ଗାଜା ଉପରେ ରାତି ଅଧରେ ଇସ୍ରାଏଲର ବୋମା ବର୍ଷା

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button