ରାଜ୍ୟ
ଶିଆଳ କାମୁଡାରେ ୧୧ ଗୁରୁତର – Ibnodisha

[ad_1]
ଭୁୁବନେଶ୍ୱର: ବାଲେଶ୍ୱର ଜଳେଶ୍ୱରରେ ଶିଆଳ କାମୁଡାରେ ୧୧ ଜଣ ଗୁରୁତର ହୋଇପଡିଛନ୍ତି । ଭୋଗରାଇ ବ୍ଲକ ଅନ୍ତର୍ଗତ ସିଆରୋଇ ଗାଁରେ ଶିଆଳ ଆତଙ୍କ ଦେଖିବାକୁ ମିଳିଛି । ଗୁରୁତରଙ୍କୁ ଚିକିତ୍ସା ପାଇଁ ଜଳେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାକୁ ନେଇ ସ୍ଥଶନୀୟବାସୀ ଭୟଭୀତ ହୋଇପଡିଛନ୍ତି ।
ଜମ୍ମୁ-କାଶ୍ମୀରରେ ଖାଇକୁ ଖସିଲା ଗାଡ଼ି, ୪ ମୃତ; ୧୦ ଆହତ
[ad_2]




