ରାଜ୍ୟ

ଝାଡାବାନ୍ତିରେ ଗଲା ଦୁଇ ଭଉଣୀଙ୍କ ଜୀବନ – Ibnodisha

[ad_1]

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ପୁରନ୍ଦର ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ପ୍ରଥମେ ବାନ୍ତି ପରେ ଝାଡା ହେବା ପରେ ଦୁଇ ଭଉଣୀଙ୍କର ମୃତ ଘଟିଛି । ତେବେ ଜଣଙ୍କର ଘଟଣା ସ୍ଥଳରେ ମୃତ ଘଟିଥିବା ବେଳେ ଅନ୍ୟ ଜଣଙ୍କର ମେଡିକାଲ ନେବା ବଟରେ ହିଁ ମୃତ ଘଟିଛି । ସୂଚନାଯୋଗ୍ୟ ଯେ ମୃତ ଦୁଇ ଭଉଣୀ ଟଙ୍କଧର ମହାରଣାଙ୍କ ୪ ବର୍ଷର ଇତିଶ୍ରୀ ମହାରଣା ଏବଂ ୨ ବର୍ଷର ଝିଅ ଲିପି ମହାରଣା । ତେବେ ଏହି ଘଟଣା ସମ୍ପର୍କରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button