ରାଜ୍ୟ
ନବୀନ ନିବାସ ଆଗରେ ୱାର୍ଡ କୋଅଡିନେଟରଙ୍କ ଧାରଣା – Ibnodisha
[ad_1]
ଭୁବନେଶ୍ୱର : ସଫେଇ କର୍ମଚାରୀଙ୍କ ପରେ ସଜବାଜ ହେଉଛନ୍ତି ସ୍ୱଚ୍ଛ ସାଥୀ । ସର୍ବ ନିମ୍ନ ଦରମା ୧୨ ରୁ ୧୫ ହଜାର ଦାବି । ଆସନ୍ତା କାଲି ଠାରୁ କାମ ବନ୍ଦ କରିବାକୁ ନିଷ୍ପତ୍ତି । ଏବେ ୭ ହଜାର ଟଙ୍କା ଦରମା ପାଉଛନ୍ତି ସ୍ୱଚ୍ଛା ସାଥୀ । ନବୀନ ନିବାସ ଆଗରେ ୱାର୍ଡ କୋଅଡିନେଟରଙ୍କ ଧାରଣା । ମ୍ୟୁନିସିପାଲିଟି ଓ ଏନ୍ଏସିରେ କାର୍ଯ୍ୟରତ କୋଅର୍ଡିନେଟର । ନିଯୁକ୍ତି ଠାରୁ ୮ ମାସ ହେଲା ଦରମା ମିଳି ନ ଥିବାରୁ ପ୍ରତିବାଦ ।
[ad_2]