ଅପରାଧ

କଶ୍ମୀରରେ ପୁଲିସ କର୍ମୀଙ୍କୁ ଗୁଳିକରି ହତ୍ୟା – Ibnodisha

[ad_1]

ଶ୍ରୀନଗର: ଜମ୍ମୁ-କଶ୍ମୀରର ବାରମୁଳା ଜିଲ୍ଲାରେ ଆତଙ୍କବାଦୀମାନେ ମଙ୍ଗଳବାର ଜଣେ ପୁଲିସ କର୍ମୀଙ୍କୁ ଗୁଳିକରି ହତ୍ୟା କରିଛନ୍ତିି । ବିଗତ ତିନି ଦିନ ମଧ୍ୟରେ ଏହା ତୃତୀୟ ଆତଙ୍କବାଦୀ ଆକ୍ରମଣ ଘଟଣା । ପ୍ରାଣ ହରାଇଥିବା ଗୁଲାମ ମହମ୍ମଦ ଦାର୍ ପୁଲିସ କନଷ୍ଟେବଳଭାବେ କାର୍ଯ୍ୟରତ ଥିଲେ । ସୂଚନାଯୋଗ୍ୟ ଆତଙ୍କବାଦୀମାନେ ରବିବାର ପୁଲୱାମା ଜିଲ୍ଲାରେ ଜଣେ ପୁଲିସ ଇନିସ୍‌ପେକ୍ଟରଙ୍କୁ ଗୁଳିକରି ଗୁରୁତର ଆହତ କରିଥିବାବେଳେ ସୋମବାର ୟୁପିର ଜଣେ ପ୍ରବାସୀ ଶ୍ରମିକଙ୍କୁ ଗୁଳିକରି ହତ୍ୟା କରିଥିବା ପ୍ରକାଶ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button