ରାଜ୍ୟ
ମାହାଙ୍ଗା ଡବଲ୍ ମର୍ଡର ; ପ୍ରତାପ ଜେନାଙ୍କୁ ମହଲତ – Ibnodisha

[ad_1]
ମାହାଙ୍ଗା : ମାହାଙ୍ଗା ଡବଲ୍ ମର୍ଡର ; ମାମଲା ପ୍ରତାପ ଜେନାଙ୍କୁ ମିଳିଲା ମହଲତ । ୨ ସପ୍ତାହ ମହଲତ ଦେଲେ ସାଲେପୁର ଜେଏମଏଫସି କୋର୍ଟ । ଆବେଦନ ଅନୁସାରେ ଶୁଣାଣି ପାଇଁ ୨ ସପ୍ତାହ ମହଲତ ଦେଲେ । ଆସନ୍ତା ୧୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ବ୍ୟକ୍ତିଗତ ହାଜିରାରୁ ବାଦ୍ ଦେବାକୁ ଆବେଦନ କରିଥିଲେ ପ୍ରତାପ । ଏନେଇ ଶୁଣାଣି ପାଇଁ ୨ ସପ୍ତାହ ଦେବାକୁ ଆବେଦନ କରିଥିଲେ ।
ଥରାଇଲାଣି ଥଣ୍ଡା : ଦାରିଙ୍ଗବାଡ଼ିରେ ହାଲକା ଶୀତରେ ଉତ୍ସାହିତ ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକ
The post ମାହାଙ୍ଗା ଡବଲ୍ ମର୍ଡର ; ପ୍ରତାପ ଜେନାଙ୍କୁ ମହଲତ appeared first on ONA KHABAR.
[ad_2]