ଲଭଜୀହ୍ୱlଦ ଘଟଣା : ହିନ୍ଦୁ ଯୁବତୀଙ୍କୁ ପ୍ରେମ ଜଳରେ ଫସାଇଲା ମୁସଲିମ୍ ଯୁବକ – Ibnodisha
[ad_1]
ଯାଜପୁର : ଯାଜପୁର ଜିଲ୍ଲା ରେ ଲଭ୍ ଜିହ୍ୱlଦ ଘଟଣା ର ପୂର୍ଣାର ବୃତ୍ତି ହୋଇଚି ଏହା କ ଜିଲ୍ଲା ପୋଲିସ ପ୍ରଶାସନ ଗୁରୁତ୍ଵ ଭାବେ ଗ୍ରହଣ କରି ଅନ୍ୟ ରାଜ୍ୟ ରୁ ଏଠାରେ ବିଭିନ୍ନ ଶ୍ରମିକମାନଙ୍କ ଉପରେ ରୋକ୍ ଲଗାଇ ଭୋଟର ତାଲିକା ଓ ଆଧାର କାର୍ଡ ପଞ୍ଜିୃତ ସେମାନଙ୍କ ନାମ ରେ ପଞ୍ଜୀକୃତ କୁ କଡ଼ା କଡି କରିବା ର ସମୟ ଆସିଛି l ଜଣେ ମୁସୁଲିମ୍ ଯୁବକ ଭୋଟର କାର୍ଡ ରେ ନିଜର ନାମ ବଦଳାଇ ହିନ୍ଦୁ ପରିଚୟ ଦେଇ ଜଣେ ହିନ୍ଦୁ ଯୁବତି କୁ ବିବାହ କରିବା ଏବେ ପଦା କୁ ଆସିଛି l ଏହା ର ଦୃଷ୍ଟାନ୍ତ ଦେଖି ବାକୁ ମିଳିଛି ଯାଜପୁର ଜିଲ୍ଲା ର ଯାଜପୁରରୋଡ ସଭର ରେ ହିନ୍ଦୁ ଝିଅକୁ ମିଛ ପରିଚୟ ଦେଇ ଭଲପାଇ ବିବାହ କରିଥିଲା ୱେଷ୍ଟ ବେଙ୍ଗଲ ମୁରସିଦାବାଦର ବିଟୁ ବିଶ୍ୱାସ ଓରଫ ସେଖ ସୋଲେମାନ l ଏହା ଦେଖିବାକୁ ମିଳିଛି ବ୍ୟାସନଗର ସହରରେ ।ନିଜର ନୂତନ ଆଧାର କାର୍ଡରେ ସେକ ସୋଲେମାନ ନାକୁ ବଦଳାଇ ବିଟୁ ବିଶ୍ୱାସ ନାମରେ ପରିଚୟ ଦେଇ ରୋଜିକୁ ଦେଇଥିଲା ଧୋକା l ସେ ଜଣେ ହିନ୍ଦୁ ପରିବାରର ବୋଲି ମିଛ କଥା କହିଁ ନେଇ ଯାଇଥିଲା ନିଜ ଘର ମୁର୍ଶିଦା ବାଦକୁ l ସେଠାରେ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରିଥିଲା ସୋଲେମାନ l ରାଜି ନହେବାରୁ ଆରମ୍ଭ ହୋଇଯାଇଥିଲା ଶାରୀରିକ ନିର୍ଯ୍ୟାତନା ଓ ମାନସିକ ଯନ୍ତ୍ରଣା ଏବଂ ନଜର ବନ୍ଦୀ ଭିତରେ ରହିଥିଲା ରୋଜି ନାୟକ ଓରଫ ରୋଜିନା ଖାତୁନ l ତେବେ କୌଣସି ମତେ ଖସି ଆସିଥିଲା ରୋଜିନା ଖାତୁନ ଓରଫ ରୋଜି ନାୟକ l ତେବେ ଆଜି ଯାଜପୁର ରୋଡ଼ ଥାନାର ଦ୍ୱାରସ୍ଥ ହୋଇଛନ୍ତି ରୋଜି l ସୂଚନାମୁତାବକ ୱେଷ୍ଟ ବେଙ୍ଗଲ ମୁର୍ଶିଦା ବଡ଼ ଜିଲ୍ଲାର ସେକ ସୋଲେମାନ ନାମକ ଯୁବକ ଓଡିଶା ଯାଜପୁର ଜିଲ୍ଲାର ଯାଜପୁର ରୋଡ଼ ରେ ଦୀର୍ଘଦିନ ରହି ରାଜମିସ୍ତ୍ରୀ କାର୍ଯ୍ୟ କରୁଥିଲା l କିନ୍ତୁ ରାଜମିସ୍ତ୍ରୀ କାମ କରିବା ଏକ ବାହାନା ଥିବାବେଳେ ଲଭ ଜିହ୍ୱାଦ କାର୍ଯ୍ୟକୁ ସଫଳ କରିବା ତାର ଥିଲା ଇରାଦା l ତେବେ ଏଠାକାର ବାସିନ୍ଦା ଓ ହିନ୍ଦୁ ଧର୍ମର ବୋଲି ପରିଚୟ ଦେବାକୁ ଯାଇ ନିଜର ଅସଲି ନା ସେକ ସୋଲେମାନ ପରିଚୟକୁ ଲୁଚାଇ ବିଟୁ ବିଶ୍ୱାସ ନାମରେ ନୂତନ ଆଧାର କାର୍ଡ ପ୍ରସ୍ତୁତ କରିଥିଲା lପରେ ଏକ ହିନ୍ଦୁ ଝିଅ ରୋଜି ନାୟକ ନାମକ ଝିଅକୁ ଫସେଇଥିଲା ସେକ ସୋଲେମାନ l ତେବେ ରୋଜି ମଧ୍ୟ ଫସିଯାଇଥିଲା ସୋଲେମାନ ପ୍ରେମରେ l ଭଦ୍ରକ ସ୍ଥିତ ଭାରତ ମାତା ମନ୍ଦିରରେ ବିବାହ ହେଲା ଓ ଯାଜପୁର ରୋଡ଼ରେ ମାସ ମାସ ରହିବା ପରେ ରୋଜିକୁ ନିଜ ଘରକୁ ନେଇଥିଲା ସୋଲେମାନ l ସେଠାରେ ବିଟୁ ବିଶ୍ୱାସ ଓରଫ ସୋଲେମାନ ମୁସଲିମ ସାମ୍ପ୍ରଦାୟର ବୋଲି ଜାଣିବାକୁ ପାଇଥିଲା ରୋଜି ନାୟକ ଓରଫ ରୋଜିନା ଖାତୁନ l ତେବେ ବିରୋଧ କରିବାରୁ ସୋଲେମାନ ଓ ତାଙ୍କ ଘରଲୋକ ଦେଇଥିଲେ ବିଭିନ୍ନ ପ୍ରକାରର ନିର୍ଯ୍ୟାତନା l ରୋଜିକୁ ଧର୍ମ ପରିବର୍ତ୍ତନ କରାଇଥିଲେ ଓ ଗୋ ମାଂସ ଖାଇବାକୁ ବାଧ୍ୟ କରିଥିଲେ ବୋଲି କହନ୍ତି ରୋଜି ନାୟକ
ତେବେ ନିର୍ଯ୍ୟାତନା ସହି ନପାରି କୌଣସି ମତେ ମୁର୍ଶିଦା ବାଦରୁ ଖସି ପଳାଇ ଆସି ଆଜି ଯାଜପୁର ରୋଡ଼ ଥାନାର ଦ୍ୱାରସ୍ତ ହୋଇଛନ୍ତି ଏବଂ ନିଜ ଧର୍ମକୁ ଫେରିବାକୁ ଚାହିଁବା ସହ ସେକ ସୋଲେମାନ ଓରଫ ବିଟୁ ବିଶ୍ୱାସକୁ କୋଠାର ଦଣ୍ଡ ଦେବାପାଇଁ ପ୍ରଶାସନଙ୍କୁ ନିବେଦନ କରିଛନ୍ତି l ତେବେ ଏତଲା ଆଧାରରେ ଯାଜପୁର ରୋଡ଼ ପୋଲିସ ଏହାର ତଦନ୍ତ ଜାରିରଖିଛି l
[ad_2]