ଦେଶ

ଗୁପ୍ତଚର ବୃତ୍ତି ଅଭିଯୋଗରେ ସେନା ମେଜର ବରଖାସ୍ତ – Ibnodisha

[ad_1]

ନୂଆଦିଲ୍ଲୀ: ଗୁପ୍ତଚର କାର୍ଯ୍ୟରେ ଲିପ୍ତ ଥିବାର ପ୍ରମାଣ ମିଳିବାପରେ ଭାରତୀୟ ସ୍ଥଳସେନାରେ କାର୍ଯ୍ୟରତ ଜଣେ ମେଜର ପାହ୍ୟା ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଛି । ସଂପୃକ୍ତ ସେନା ଅଧିକାରୀଜଣକ ପରମାଣୁ ଅସ୍ତ୍ରଶସ୍ତ୍ର ଦାୟିତ୍ୱ ବହନ କରୁଥିବା ଷ୍ଟ୍ରାଟେଜିକ୍ ଫୋର୍ସେସ୍ କମାଣ୍ଡ୍ (ଏସ୍‌ଏଫ୍‌ସି) ମୁଖ୍ୟଭାବେ କାର୍ଯ୍ୟ କରୁଥିଲେ ।

ତେବେ ନିଜ ପଦର ଅପବ୍ୟବହାର କରି ସେ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବାହାର ବ୍ୟକ୍ତିଙ୍କୁ ଯୋଗାଇଥିବାବେଳେ ସୋସିଆଲ ମିଡିଆ ନିୟମ ମଧ୍ୟ ଉଲ୍ଲଘଂନ କରିଥିବା ଅଭିଯୋଗ ହୋଇଛି । ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ସହ ମଧ୍ୟ ସେ ଯୋଗାଯୋଗରେ ଥିବା ପ୍ରମାଣ ମିଳିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button