ରାଜ୍ୟ
ଓଲିଉଡ କଳି ; ମନୋଜ ଫୋନ୍ ଉଠେଇଲେନି : କୁନା – Ibnodisha

[ad_1]
ଭୁବନେଶ୍ୱର : ଓଲିଉଡ କଳି ସମାଧାନ ପାଇଁ ଓଏଫଡିସିରେ ବୈଠକ । ବୈଠକ ପରେ ଓଏଫଡିସି ଅଧ୍ୟକ୍ଷ କୁନା ତ୍ରିପାଠୀଙ୍କ ପ୍ରତିକ୍ରିୟା । ଆଲେଚନା ପାଇଁ ଡାକିଥିଲି ; ଅରିନ୍ଦମ,ଶ୍ରୀତମ , ଟୁଟୁ ନାୟକ ଆସିଥିଲେ । ମନେଜଙ୍କୁ ବାରମ୍ବାର ଫୋନ କଲେ ବି ସେ ଫୋନ ଉଠାଇଲେନି । ତଥାପି ଆମର ଚେଷ୍ଟା ରହିବ , ଏ ଘଟଣା ଆଉ ଆଗକୁ ନବଢୁ ।
ଓଲିଉଡ କଳି ; ତୁରନ୍ତ ବ୍ୟାନ୍ ପ୍ରତ୍ୟାହାର ହେଉ : ସାଲୁଜା
[ad_2]




