ଦେଶ

ବସ ଟର୍ମିନାଲରେ ଅଗ୍ନିକାଣ୍ଡ – Ibnodisha

[ad_1]

ଜୟପୁର : ଏନଏଚ-୨୬ କଡରେ ଥିବା ବସ ଟର୍ମିନାଲରେ ଅଗ୍ନିକାଣ୍ଡ | ଏକାଧିକ ପରି ତ୍ୟକ୍ତ ବସରେ ଲାଗିଛି ନିଆଁ , ପହଁଚିଲା ଦମକଳ ବାହିନୀ | ଟର୍ମିନାଲ ଭିତରେ ପ୍ରାୟ 30 ଟି ପରିତ୍ୟକ୍ତ ସିଟି ବସ ରହିଛି | ନିଆଁ ବ୍ୟାପିବା ଆଶଙ୍କା , ଲିଭାଇବାକୁ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମ | ତିନି ଦିନ ଟାରେ ସ୍କ୍ରାପରେ ବିକ୍ରି କରିବାକୁ ନୋଟିସ ହୋଇଥିଲା | ତେଣୁ ନିଆଁ ଲାଗିବାକୁ ନେଇ ସାଧାରଣରେ ସସସେନ୍ସ |

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button