ରାଜ୍ୟ

ବିହାର: ଯଜ୍ଞସ୍ଥଳରେ ଦଳାଚକଟା, ୨ ମହିଳା ମୃତ – Ibnodisha

[ad_1]

ଛପରା : ବିହାରର ଛପରା ଜିଲ୍ଲାର ମସ୍ତିଚକରେ ଆୟୋଜିତ ଗାୟତ୍ରୀ ମହାଯଜ୍ଞରେ ଶୁକ୍ରବାର ଦଳଚକଟା ଘଟି ଦୁଇଜଣ ମହିଳା ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ପାଞ୍ଚଜଣ ମହିଳାଙ୍କ ଅବସ୍ଥା ଗୁରୁତର ରହିଛି । ଚାରିଦିବସୀୟ ୨୫୧ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ସମାପନ ଅବସରରେ ଯଜ୍ଞ ହେଉଥିଲା । ଗେଟ୍ ଖୋଲିବା ମାତ୍ରେ ଭିତରକୁ ଯିବା ପାଇଁ ଲୋକଙ୍କ ମଧ୍ୟରେ ଠେଲାପେଲା ଆରମ୍ଭ ହୋଇଯାଇଥିଲା । ଫଳରେ ତଳେ ପଡ଼ିଯାଇଥିବା ଦୁଇଜଣ ମହିଳାଙ୍କ ଉପରେ ଲୋକମାନେ ଚଢ଼ିଯିବାରୁ ସେମାନଙ୍କର ମୃତ୍ୟୁ ଘଟିଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button