ରାଜ୍ୟ

ନିଆଁ ଲିଭାଇବା ବେଳେ ଫାଟିଲା ଗ୍ୟାସ୍‌ ଟାଙ୍କି, ଜଣେ ଆହତ – Ibnodisha

[ad_1]

ବାଲେଶ୍ଵର: ନିଆଁ ଲିଭାଇବା ବେଳେ ଫାଟିଲା ଗ୍ୟାସ୍‌ ଟାଙ୍କି। ବାଲେଶ୍ଵର ଜିଲ୍ଲା ସହଦେବ ଖୁଣ୍ଟା ଥାନା ଅଧୀନ ବାଳାଶ୍ରମ ନିକଟରେ ଥିବା ଫାଷ୍ଟ ଫୁଡ଼ ଦୋକାନରେ ଅଗ୍ନିକାଣ୍ଡ। ଏଥିରେ ଜଣେ ଆହତ ହୋଇଛନ୍ତି। ଆହତକୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗତକାଲି ରାତିରେ ଘଟିଛି ଏପରି ଘଟଣା । ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ବିଭାଗ ।

ଚାଷୀଙ୍କୁ ଅସାଧୁ ବ୍ୟବସାୟୀଙ୍କୁ ଧାନ ବିକିବା ପାଇଁ ବାଧ୍ୟ କରାଯାଉଛି: ନରସିଂହ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button