ଅପରାଧ

ଗ୍ୟାସରେ ରୋଷେଇ କରିବାରୁ ସ୍ତ୍ରୀକୁ ହତ୍ୟା ! – Ibnodisha

[ad_1]

ଭଞ୍ଜନଗର: ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ସ୍ୱାମୀ । ବଡଗଡ ଥାନା ରୁଗୁମ ଗାଁରେ ଏହିଭଳି ଅଭାବନୀୟ ଘଟଣା ଘଟିଥିବା ସୂଚନା । ଗ୍ୟାସରେ ରୋଷେଇ କରିବାରୁ ସ୍ତ୍ରୀ ସହ ବଚସା କରିଥିଲା ସ୍ୱାମୀ । ଯୁକ୍ତିତର୍କ ପରେ ଗୁଡିଆମ୍ବ ଛକକୁ ପଳାଇ ଆସିଥିଲେ ମହିଳା । ପଛେ ପଛେ ସ୍ୱାମୀ ଆସି ପୁଣି ଯୁକ୍ତିତର୍କ ସହ ହାଣି ଦେଇଥିଲା । ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପୋଲିସର ପଚରାଉଚରା ଜାରି ।

ପାକିସ୍ତାନର ବାୟୁସେନା ଏୟାରବେସରେ ଆକ୍ରମଣ, ୩ ଆତଙ୍କବାଦୀ ନିହତ

 

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button