ରାଜ୍ୟ

ପଲିଥିନ୍ ଭିତରୁ ଉଦ୍ଧାର ହେଲା ନବଜାତ କନ୍ୟା – Ibnodisha

[ad_1]

ଭୁବନେଶ୍ୱର: ପୁଣି ଅଲୋଡା ହେଲା ଝିଅ । ପଲିଥିନ ମଧ୍ୟରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା । ବାଲେଶ୍ୱର ନୀଳଗିରି ଏନଏସି ୬ନଂ ୱାର୍ଡ ମଙ୍ଗଳା ମନ୍ଦିର ଗଳିରୁ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି । କାନ୍ଦ ଶୁଣିବା ପରେ ସ୍ଥାନୀୟ ଅଂଚଳବାସୀ ଶିଶୁ କନ୍ୟାକୁ ଉଦ୍ଧାର କରି ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରଥିବା ବେଳେ ପିଲାଟିର ଚିକିତ୍ସା ଚାଲିଛି । ନବଜାତ ଶିଶୁକନ୍ୟାର ପିତା ନୀଳଗିରି ବ୍ଲକର କଳାକାଦ ଗ୍ରାମର ରମେଶ ନାୟକ । ଏଭଳି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button