ଅପରାଧ

ରାଜଧାନୀରେ ଜଘନ୍ୟକାଣ୍ଡ: ୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ – Ibnodisha

[ad_1]

ଭୁବନେଶ୍ବର : ରାଜଧାନୀରେ ଚଞ୍ଚଲ୍ୟ। ୪ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ସହିତ ହତ୍ୟା ଅଭିଯୋଗ। ଏୟାରଫିଲ୍ଡ ଥାନା ଅଧିନ କେଳା ବସ୍ତିରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗତକାଲି ସନ୍ଧ୍ୟାରେ ଏହି ବସ୍ତିର ଘନିଆ ନାମକ ଜଣେ ଯୁବକ ଏଭଳି ଜଘନ୍ୟ କାଣ୍ଡ ଭିଆଇଥିବା ଅଭିଯୋଗ କରିଛନ୍ତି ମୃତ ଶିଶୁର ମା। ଘଟଣା ସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଛି । ଏନେଇ ଏୟାରଫିଲ୍ଡ ଥାନା ପୋଲିସ ଓ ସ୍ପେଶାଲ ସ୍କ୍ବାଡ ର ଛାନଭିନ ଆରମ୍ଭ କରିଛି ।

ହାଇକୋର୍ଟରେ ନାଟମଣ୍ଡପ ମରାମତି ମାମଲା: ପ୍ରତ୍ନତତ୍ତ୍ୱ ବିଭାଗକୁ ସବିଶେଷ ତଥ୍ୟ ଦାଖଲ ନିର୍ଦ୍ଦେଶ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button