ରାଜ୍ୟ

ଜି. ଉଦୟଗିରି ସବୁଠାରୁ ଥଣ୍ଡା ସହର – Ibnodisha

[ad_1]

ଭୁବନେଶ୍ୱର : ରାଜ୍ୟରେ ଅନୁଭୂତ ହେଲାଣି ଶୀତ। ୧୦ ଡିଗ୍ରୀ ତଳକୁ ଖସିଛି ଜି.ଉଦୟଗିରି ତାପମାତ୍ରା। ୯ ଡିଗ୍ରୀ ତାପମାତ୍ରା ସହ ଜି. ଉଦୟଗିରି ସବୁଠାରୁ ଥଣ୍ଡା ସହର ଭାବେ ରେକର୍ଡ କରାଯାଇଛି।

ସେହିପରି କୋରାପୁଟ ୧୧.୫, ଫୁଲବାଣୀ ୧୨, ଦାରିଙ୍ଗବାଡି ୧୨.୫, ଅନୁଗୁଳ ୧୪.୬, କେନ୍ଦୁଝର ୧୪.୮, ଭବାନୀପାଟଣା ୧୫ ଡିଗ୍ରୀ ରେକର୍ଡ କରାଯାଇଛି। ଏହାସହ ଟ୍ୱିନ ସିଟିରେ ୨୦ ଡିଗ୍ରୀ ତଳକୁ ଖସିଲା ପାରଦ ଖସିଛି। କଟକରେ ତାପମାତ୍ରା ୧୯ ଓ ଭୁବନେଶ୍ୱରର ତାପମାତ୍ରା ୧୮.୫ ଡିଗ୍ରୀ ରେକର୍ଡ ହୋଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button