ରାଜ୍ୟ

ବିଚାରଧୀନ ବନ୍ଦୀଙ୍କ ମୃତ୍ୟୁ – Ibnodisha

[ad_1]

ଯାଯପୁର: ରଗଡି ଜେଲରେ ବିଚାରଧୀନ ବନ୍ଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଜେଲ୍ ପରିସର ନିର୍ମାଣଧୀନ ଘରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ଯାଯପୁର ରୋଡ୍ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ମୃତ କଏଦୀ କୋରେଇ ଅଂଚଳର ସୂଚନା ଓ ଆତ୍ମହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

ହାତୀ ମରି କଙ୍କାଳ ହେବା ପର୍ଯ୍ୟନ୍ତ ଜାଣିପାରୁନି ବନ ବିଭାଗ

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button