ରାଜ୍ୟ

ଯାତ୍ରୀବାହୀ ବସ୍‌ରେ ବାଣ ନେଲେ ହେବ କାର୍ଯ୍ୟାନୁଷ୍ଠାନ – Ibnodisha

[ad_1]

ଭୁବନେଶ୍ୱର: ଯାତ୍ରୀବାହୀ ବସ୍‌ରେ ବାଣ ନେଲେ ହେବ କାର୍ଯ୍ୟାନୁଷ୍ଠାନ । କୋଲକାତା ବସ୍‌ରେ ଅଗ୍ନିକାଣ୍ଡ ପରେ ଅଗ୍ନିଶମ ବିଭାଗର ତତ୍ପରତା ଦେଖିବାକୁ ମିଳିଛି । କାର୍ଯ୍ୟନୁଷ୍ଠାନ ନେଇ ସୂଚନା ଦେଲେ ଡେପୁଟି ଫାୟାର ଅଫିସର । ପୂର୍ବରୁ ବସ୍ ମାଲିକଙ୍କୁ ସଚେତନ କରାଯାଇଛି ଆଉ ଏବେ ପୁଣି ଥରେ କରାଯିବ ବୋଲି ଖବର ସାମ୍ନାକୁ ଆସିଛି । ଆବଶ୍ୟକ ସ୍ଥଳେ କଡାକଡି ବସ୍ ଚେକିଂ କରାଯିବ କହିଲେ ।

ଆଜିଠୁ ଆରମ୍ଭ ହେଲା ବାଲିଯାତ୍ରା ପ୍ଲଟ ନିଲାମ ପ୍ରକ୍ରିୟା, ଆସନ୍ତା ୧୫ ପର୍ଯ୍ୟନ୍ତ ଚାଲିବ

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button