ରାଜ୍ୟ

ଆସନ୍ତା ୨୭ରେ ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ମୁର୍ମୁ – Ibnodisha

[ad_1]

ପାରାଦୀପ : ନଭେମ୍ବର ୨୭ ତାରିଖରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଜଗତସିଂହପୁର ଜିଲ୍ଲାର ପାରାଦୀପରେ “ବୋଇତ ବନ୍ଦାଣ” ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି ମୁର୍ମୁ। ପ୍ରସିଦ୍ଧ କଳିଙ୍ଗ ବାଲିଯାତ୍ରା କୁ ନେଇ ପାରାଦ୍ଵୀପ ବନ୍ଦର ଜୋରଦାର ପ୍ରସ୍ତୁତି ଚଳାଇଛି  । ଆସନ୍ତା ୨୭ ତାରିଖ ରେ ବୋଇତ ବନ୍ଦାଣ ସମୟ ରେ ରାଷ୍ଟ୍ରପତି ଙ୍କ ପାରାଦ୍ଵୀପ ଗ୍ରସ୍ତ ବନ୍ଦର ପ୍ରଶାସନ ଙ୍କୁ ତତ୍ପର କରିଦେଇଛି। ପାରାଦୀପ ବୋଇତ ବନ୍ଦାଣ ବିଶ୍ଵ ଐତିହ୍ୟର ସମ୍ପନ  ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button