ଦେଶ
ଖଣ୍ଡେ ରୁଟି ପାଇଁ ଡହଳବିକଳ, ଭୋକରେ ଗାଜାର ଶିଶୁ – Ibnodisha

[ad_1]
ଗାଜା : ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଗାଜା ଅଧିବାସୀଙ୍କ ଜୀବନ ଦୁର୍ବିସହ ହୋଇ ପଡିଛି। ଗାଜା ନାଗରିକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜରୁରୀକାଳୀନ ସେବା ଯୋଗାଇଲେ ମଧ୍ୟ ଲଗାତାର ଆକ୍ରମଣର ଫଳସ୍ବରପ ଲୋକ ଖ।ଇବାକୁ ମୁଠେ ପାଉ ନାହାନ୍ତି। ଖଣ୍ଡେୁ ରୁଟି ପାଇଁ ଲୋକ ପରସ୍ପର ମଧ୍ୟରେ ଝଗଡା କରୁଛନ୍ତି। ପାଣି ପାଇଁ ଲୋକ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ଘରକୁ ବାଲତି ପାଣି ନେବା ପାଇଁ ଲୋକଙ୍କୁ ଘଣ୍ଟାଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ସେହିପରି ଯୁଦ୍ଧରୁ ବଞ୍ଚିବା ଆଶ୍ରୟ ସ୍ଥଳୀରେ ଖଚାଖଚ ଭିଡ ରହିବା ଯୋଗୁ କାଛୁକୁଣ୍ଡିଆ, ଶ୍ୱାସ ସମ୍ବନ୍ଧୀୟ ରୋଗର ଶିକାର ହେୁଛନ୍ତି।
The post ଖଣ୍ଡେ ରୁଟି ପାଇଁ ଡହଳବିକଳ, ଭୋକରେ ଗାଜାର ଶିଶୁ appeared first on ONA KHABAR.
[ad_2]