ଅପରାଧ

୧୮ କୋଟିର ହେରୋଇନ ଜବତ, ୫ ଗିରଫ – Ibnodisha

[ad_1]

ଆଇଜଲ : ମିଜୋରାମ ପୁଲିସ ଓ ଆସାମ ରାଇଫଲ୍‌ସର ମିଳିତ ବାହିନୀ ଶନିବାର ଚମ୍ପାଇ ଜିଲ୍ଲାରୁ ୫ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୮ କୋଟି ଟଙ୍କାର ହେରୋଇନ ଓ ନଗଦ ୧.୨୧ କୋଟି ଟଙ୍କା ଜବତ କରିଛି । ଅଭିଯୁକ୍ତମାନେ ମିଆଁମାର ନାଗରିକ ବୋଲି ଜଣାପଡିଛି ।

ଗତ ମଙ୍ଗଳବାର ମିଜୋରାମରେ ବିଧାନସଭା ନିର୍ବାଚନ ପାଇଁ ଭୋଟଗ୍ରହଣ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ପରିପ୍ରେକ୍ଷୀରେ ଟଙ୍କା, ସୁନାରୁପା ଏବଂ ମାଦକଦ୍ରବ୍ୟ ଚୋରାଚାଲାଣ ଉପରେ ନଜର ରଖିବାକୁ କମ୍ବିଂ ଅପରେସନ ଚାଲିଥିବାବେଳେ ଏହି ଅଭିଯୁକ୍ତମାନେ ଧରାପଡିଥିବା କୁହାଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button