ଅପରାଧ
ଘରୁ ମିଳିଲା ରକ୍ତାକ୍ତ ମୃତ ଦେହ – Ibnodisha

[ad_1]
ବାଙ୍କି : କ୍ଲବ ଘର ଭିତରୁ ଏକ ରକ୍ତାକ୍ତ ମୃତ ଦେହ ମିଳିଥିବାର ସୂଚନା ମିଳିଛି । ବାଙ୍କି ଥାନା ହରିରାଜପୁର ଗାଁର ନୂଆସାହି କ୍ଲବରୁ ଉଦ୍ଧାର ହୋଇଛି । ମୃତ ଯୁବକ ହେଲେ ଶୀତଲ ସାହୁ । ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାରବର୍ଗ ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଛି ।
[ad_2]