ଅପରାଧ

ଡାହାଣୀ ସନ୍ଦେହରେ ଭାଉଜକୁ ହାଣିଲା ଦିଅର – Ibnodisha

[ad_1]

ବାଙ୍ଗିରିପୋଷି: ଡାହାଣୀ ସନ୍ଦେହରେ ଭାଉଜକୁ ହାଣିଲା ଦିଅର। ଭାଉଜର ଜୀବନ ଗଲା। ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଯୋକା ପଞ୍ଚାୟତ ପୋଖରିଆ ଗ୍ରାମରେ ବିଳମ୍ବିତ ରାତିରେ ଘଟିଛି ଏପରି ସମ୍ବେଦନଶୀଳ ଘଟଣା। ନିଜ ଭାଉଜ ମିନତି ମୁର୍ମୁ (୪୦)କୁ ଡାହାଣୀ ସନ୍ଦେହରେ ଦିଅର ମଙ୍ଗଲ ମୁର୍ମୁ ଟାଙ୍ଗିଆରେ ହାଣି ଦେଇଥିବା ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ସ୍ବାମୀ ବାଲାୟ ମୁର୍ମୁ। ଗୁରୁତର ଅବସ୍ଥାରେ ରାତି ଗୋଟାଏ ସମୟରେ ୧୦୮ ଯୋଗେ ବାରିପଦା ନେଉଥିବା ବାଟରେ ମିନତିଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ବାରିପଦା ସହରରେ ଦନ୍ତା ଉତ୍ପାତ

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button