ଅପରାଧ

ବୀଭତ୍ସ ହତ୍ୟାକାଣ୍ଡ; ଘର ଭିତରେ ପଡିଛି ବୃଦ୍ଧଙ୍କ ରକ୍ତାକ୍ତ ମୃତଦେହ – Ibnodisha

[ad_1]

ବରଗଡ଼ : ଗଳାକାଟି ବୃଦ୍ଧଙ୍କୁ ହତ୍ୟା। ବରଗଡ଼ ମେଳଛାମୁଣ୍ଡା ଥାନା କୁଣ୍ଡାଖାଇ ଗାଁରେ ଘର ଭିତରେ ପଡିଛି ରକ୍ତାକ୍ତ ମୃତଦେହ। ମୃତକ ଶ୍ୟାମ ପ୍ରଧାନ। ଗତକାଲି ରାତିରେ କିଛି ଦୁର୍ବୃତ୍ତ ଶ୍ୟାମ ପ୍ରଧାନଙ୍କ ଘରେ ପଶି ହତ୍ୟା କରିବା ସହ ଟଙ୍କା ସୁନା ଲୁଟ କରି ନେଇଛନ୍ତି। ହତ୍ୟା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ମେଲଛାମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଜାରି ରଖିଛି। ଏହାକୁ ନେଇ ଗାଁ ଲୋକଙ୍କ ମନରେ ଭୟର ବାତାବରଣ ଖେଳିଯାଇଛି।

ଲଗାଣ ବର୍ଷାରେ ସ୍ଥିତି ବେହାଲ: ଧସିଲା ପାହାଡ଼, ରାସ୍ତା ଅବରୋଧ

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button