ଅପରାଧ

କାଜୁ ଟ୍ରକରେ ୧୦ କୁଇଣ୍ଟାଲ ଗଞ୍ଜେଇ – Ibnodisha

[ad_1]

ବୌଦ୍ଧ : କାଜୁ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ । ବ୍ରିଜ୍ ଛକ ନିକଟରେ ଗଞ୍ଜେଇ ବୋଝେଇ ଟ୍ରକକୁ ଧରିଲା ପୋଲିସ । ୧୦ କୁଇଣ୍ଟାଲ ୨୫ କେଜି ଗଞ୍ଜେଇ ଜବତ ସହ ୨ ଜଣ ଗିରଫ ।

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button