ଦେଶ

ଦୋକାନରେ ନିଆଁ ଲାଗି ପରିବାରର ୩ ଦଗ୍ଧ – Ibnodisha

[ad_1]

ଧାନବାଦ: ଝାଡ଼ଖଣ୍ଡର ଧାନବାଦ ସହରସ୍ଥିତ କେନ୍ଦୁଆ ମାର୍କେଟରେ ଏକ ଦୋକାନରେ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ୩ ଜଣ ସଦସ୍ୟ ପ୍ରାଣ ହରାଇଛନ୍ତି । ଗୁରୁତର ପୋଡିଯାଇଥିବା ୬ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଦୋକାନରୁ ଲାଗିଥିବା ନିଆଁ ଉପର ମହଲାକୁ ବ୍ୟାପିବା ଫଳରେ ସେଠାରେ ବାସ କରୁଥିବା ଦୋକାନ ମାଲିକଙ୍କ ପରିବାର ଲୋକେ ମୃତାହତ ହୋଇଛନ୍ତି । ଦୋକାନ ମାଲିକଙ୍କ ୭୦ ବର୍ଷୀୟା ବୃଦ୍ଧା ମାଆ, ୨୩ ବର୍ଷୀୟା ଭଉଣି ଏବଂ ୫ ବର୍ଷର ନାବାଳିକା କନ୍ୟା ପ୍ରାଣ ହରାଇଥିବା ପ୍ରକାଶ । ଅଗ୍ନିକାଣ୍ଡରେ ନିକଟରେ ଥିବା ଅନ୍ୟ ୪/୫ଟି ଦୋକାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button