ରାଜ୍ୟ
ଓଡିଶାକୁ ବେଶୀ ପ୍ରଭାବ ନାହିଁ : ଆଇଏମଡି ଡିଜି – Ibnodisha
[ad_1]
ଭୁବନେଶ୍ୱର : ଅବପାତ ପ୍ରଭାବ ଓଡିଶକୁ ବେଶୀ ନଥିବା କହିଲେ ଆଇଏମଡି ଡିଜି । ଆସନ୍ତାକାଲି ସକାଳେ ଗଭୀର ଅବପାତ ରୂପ ନେଇପାରେ ଅବପାତ । ଆନ୍ଧ୍ର ଉପକୂଳରୁ ଦୂରରେ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରିବ । ପ୍ରଭାବରେ ଆଜି ସନ୍ଧ୍ୟାରୁ ଓଡିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା । ଆସନ୍ତାକାଲି ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟମ ବର୍ଷା ସମ୍ଭାବନା । ଆସନ୍ତା ୧୭ ତାରିଖରେ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା । ସମୁଦ୍ର ଅଶାନ୍ତ ଥିବାରୁ ୧୮ ତାରିଖ ପର୍ଯ୍ୟନ୍ତ ମସô୍ୟଜୀବୀଙ୍କୁ ସମୁଦ୍ର ବାରଣ ।
ହାଇକୋର୍ଟରେ ଡଙ୍ଗା ବୁଡ଼ି ମାମଲା; ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେର୍ଶ
[ad_2]