ଦେଶ

ତାମିଲନାଡୁର ଅଧିକାଂଶ ସ୍ଥାନରେ ବର୍ଷା ଯୋଗୁ ଜନଜୀବନ ବ୍ୟାହତ – Ibnodisha

[ad_1]

ଚେନ୍ନାଇ : ପ୍ରବଳ ବର୍ଷାରେ ବେହାଲ ତାମିଲନାଡୁ । ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଯୋଗୁ ଜନଜୀବନ ହୋଇଛି ବ୍ୟାହତ । ଚେନ୍ନାଇର ଅବସ୍ଥା ଗମ୍ଭୀର ହେବାରୁ ଆଜି ଦିନକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ଭିଲୁପୁରମ, ଆରିୟୁଲର, କଡଲୋର, ନାଗପଟ୍ଟିନମ, ପୁଦୁଚେରୀ, କରାଇକାଲ ଆଦି ଅଞ୍ଚଳରେ ପାଣି ଲହଡ଼ି ମାରୁଥିବାରୁ ଯାନବାହନ ଚଳାଚଳ ହୋଇଛି ବାଧାପ୍ରାପ୍ତ ।ଅନେକ ସ୍ଥାନରେ ଲୋକେ ଘରୁ ପଦାକୁ ବାହାରିବା ସମ୍ଭବ ହୋଇପାରୁନାହିଁ । ବର୍ଷା ସହ ପବନ ଯୋଗୁ ଜନଜୀବନ ହୋଇଛି ପ୍ରଭାବିତ । ରାଜ୍ୟର ଅନେକ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ପୁଦୁଚେରୀରେ ପାଣି ନିଷ୍କାସନ ଲାଗି ପମ୍ପ ବ୍ୟବସ୍ଥା କରାଯାଇଛି ।

ବିଶ୍ବକପ୍ ସେମିଫାଇନାଲ : ନ୍ୟୁଜିଲାଣ୍ଡ ଆଗରେ ୩୯୮ ରନର ବିଜୟ ଲକ୍ଷ୍ୟ ରହିଲା ଭାରତ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button