ଦେଶ
ଉର୍ଦ୍ଦୁ କବି ଗୁଲଜାର ଓ ବିଦ୍ୱାନ ଜଗତ୍ଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ମିଳିବ ଜ୍ଞାନପୀଠ ପୁରସ୍କାର – Ibnodisha
[ad_1]
ମୁମ୍ବାଇ : ପ୍ରସିଦ୍ଧ ଉର୍ଦ୍ଦୁ କବି ତଥା ଗୀତିକୀର ଗୁଲଜାର ପାବେ ଜ୍ଞାନପୀଠ ପୁରସ୍କାର । ସଂସ୍କୃତ ବିଦ୍ୱାନ ଜଗତ୍ଗୁରୁ ରାମଭଦ୍ରାଚାର୍ଯ୍ୟ ମଧ୍ୟ ପାଇବେ ଜ୍ଞାନପୀଠ ପୁରସ୍କାର । ୫୮ ତମା ଜ୍ଞାନପୀଠ ପୁରସ୍କାର କମିଟି ଦ୍ୱାରା ଉଭୟ ମନୋନୀତ ।
ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ କହିଲେ – ଇସିଆଇ
[ad_2]