ରାଜନୀତି
ରାଜନୈତିକ ଉଦେ୍ଦଶ୍ୟରେ ଧାରଣା-ସୁବାସ – Ibnodisha

[ad_1]
ଭୁବନେଶ୍ୱର : ବିରୋଧୀ କର୍ପୋରେଟରଙ୍କ ଧାରଣା ନେଇ ସିଏମସି ମେୟରଙ୍କ ପ୍ରତିକ୍ରିୟା । ରାଜନୈତିକ ଉଦେ୍ଦଶ୍ୟ ରଖି ଧାରଣା ଜାରି ରଖିଛନ୍ତି କର୍ପୋରେଟର । ମହିଳା ଅଫିସରଙ୍କୁ ଦୁର୍ବ୍ୟବହାର କରିଛନ୍ତି କଂଗ୍ରେସ କର୍ପୋରେଟର । କୌଣସି ଦୁର୍ନୀତି ହୋଇନଥିବା କହିଲେ ମେୟର ସୁବାସ ସିଂହ । ଯଦି ପ୍ରମାଣ ଅଛି ଉପଯୁକ୍ତ ସ୍ଥାନରେ ଅଭିଯୋଗ କରନ୍ତୁ ବୋଲି ମେୟର କହିଛନ୍ତି ।
ଅଢେଇ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ: ୩ ଗିରଫ
[ad_2]




