ରାଜନୀତି

ମୁଖ୍ୟ ପ୍ରଶାସକଙ୍କୁ ନିଲମ୍ବିତ କର : ତାରା – Ibnodisha

[ad_1]

ଭୁବନେଶ୍ୱର : ବୟୋଜ୍ୟେଷ୍ଠଙ୍କୁ ପୁରୀ ନଆସିବାକୁ ମୁଖ୍ୟ ପ୍ରଶାସକଙ୍କ ପରାମର୍ଶ ପ୍ରସଙ୍ଗ । ମୁଖ୍ୟ ପ୍ରଶାସକଙ୍କୁ ନିଲମ୍ବିତ କରିବାକୁ ଦାବି କଲେ ତାରା ବାହିନୀପତି । ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ କଡା ମନ୍ତବ୍ୟ । ମୁଖ୍ୟ ପରଶାସକଙ୍କୁ ନିଲମ୍ବିତ କରାଯାଉ, ତାଙ୍କୁ ଚିକିସôା ଦରକାର । ଭଗବାନଙ୍କ ଦର୍ଶନ ପାଇଁ ସମସ୍ତଙ୍କ ଅଧିକାର ଅଛି । ଏ କଥା ଆମେ ବିଧାନସଭାରେ ଉଠାଇବୁ ବୋଲି କହିଲେ ବିଧାୟକ ତାରା ।

ସାଲୁଗା ପ୍ରଧାନ ହେଲେ ବିଧାନସଭା ନୂଆ ଉପବାଚସ୍ପତି

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button