ରାଜ୍ୟ
ନିଜକୁ ଜାଳିଦେଲା ଯୁବକ – Ibnodisha

[ad_1]
ଭୁବନେଶ୍ୱର: ଦେହରେ ପେଟ୍ରୋଲ ଢାଳି ନିଜକୁ ଜାଳି ମାରିଲା ଯୁବକ । ପରିବାରରେ ଝଗଡା ଲାଗିବାରୁ ରାଗରେ ନିଜକୁ ଜାଳିଦେଲା ଯୁବକ ଜଣକ । ବରଗଡ ଥାନା କେଶୁରା ଗାଁରେ ଲୋମହର୍ଷକ ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି ।
ଭିଜିଲାନ୍ସ ଜାଲରେ ପୋଲିସ ବାବୁ
[ad_2]




