ରାଜ୍ୟ

ଆଦିବାସୀ ଅବହେଳିତ ଓ ବଞ୍ଚôତ : ବିଶ୍ୱଭୂଷଣ ହରିଚନ୍ଦନ – Ibnodisha

[ad_1]

ଭୁବନେଶ୍ୱର : ଆଦିବାସୀ ଅବହେଳିତ ଓ ବଞ୍ଚôତ କହିଲେ ଛତିଶଗଡ ରାଜ୍ୟପାଳ । ଭୁବନେଶ୍ୱରରେ ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ମନ୍ତବ୍ୟ । ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇ କିଛି ମନ୍ତବ୍ୟ ଦେବିନି କହିଲେ ବିଶ୍ୱଭୂଷଣ । ତେବେ ଆଦିବାସୀମାନେ ଅବହେଳିତ ଓ ବାଞ୍ଚôତ ବୋଲି କହିଲେ । ଆଦିବାସୀମାନଙ୍କୁ ସେମାନଙ୍କ ମାନବିକ ଅଧିକାରରୁ ବଞ୍ଚôତ କରାନଯାଉ । ସେନେଇ ଯେଉଁ ଆଇନ ଅଛି ତାକୁ କଡାକଡି ଲାଗୁ କରାଯାଉ ।

ଲାଞ୍ଚ ନେଇ ଧରାପଡିଲେ ଜିଆରଏସ୍

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button