ରାଜ୍ୟ

୧୦ ତୁଠରୁ ଟେକି ନେଲେ – Ibnodisha

[ad_1]

arrested

ଭୁବନେଶ୍ୱର: ଦଶ ତୁଠରୁ ହାର୍ଡକୋର ଅପରାଧିକୁ ଉଠାଇନେଲେ । ବହୁ ଚୋରିରେ ସଂପୃକ୍ତ ଅପରାଧୀ ଟୁନାକୁ ଉଠାଇ ନେଲା ପୋଲିସ । ମାଆ ମୃତୁ୍ୟ ନେଇ ଶୁଦ୍ଧି ହେଉଥିଲାବେଳେ ପୋଲିସ ଉଠାଇ ନେଲା । ବଡ଼ଗଡ଼ ପୋଖରୀ ନିକଟରୁ ଗିରଫ କଲା ବଡ଼ଗଡ଼ ପୋଲିସ । ଅଭିଯୁକ୍ତକୁ ଛାଡିବା ଦାବିରେ ଥାନାରେ ସମ୍ପର୍କୀୟଙ୍କ ଗହଳି ।

ଦିଲ୍ଲୀ ଟାକ୍ସି ଡ୍ରାଇଭରକୁ ଘୋଷାଡି ନେବା ଘଟଣା : କାର ସହିତ ଅଭିଯୁକ୍ତକୁ ଗିରଫ କଲା ପୋଲିସ

The post ୧୦ ତୁଠରୁ ଟେକି ନେଲେ appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button