ଖେଳ

ଅଧିନାୟକ ଘୋଷଣା କଲା ଗୁଜୁରାଟ ଟାଇଟନ୍ସ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ଶୁଭମନ ହେଲେ କ୍ୟାପଟେନ – Ibnodisha

[ad_1]

ବ୍ୟୁରୋ : ଆଇପିଏଲକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଗୁଜୁରାଟ ଟାଇଟନ୍ସ ନିଜ ଅଧିନାୟକ ନାଁ ଘୋଷଣା କରିଛି । ଟିମ ଇଣ୍ଡିଆର ଷ୍ଟାର ଓପନର ଶୁଭମନ ଗିଲ ଆସନ୍ତା ଆଇପିଏଲରେ ଗୁଜୁରାଟ ଟାଇଟନ୍ସର ଅଧିନାୟକ ରହିବେ । ଗୁଜୁରାଟର ପୂର୍ବତନ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସକୁ ଚାଲିଯିବା ପରେ ଏଭଳି ବଡ ନିଷ୍ପତ୍ତି ନେଇଛି ଗୁଜୁରାଟ ଟାଇଟନ୍ସ । ଗୁଜୁରାଟ କ୍ୟାପଟେନ ରେସରେ କେନ ୱିଲିୟମସନଙ୍କ ନାଁ ବି ରହିଥିଲା । ହେଲେ ଭବିଷ୍ୟତକୁ ନଜରରେ ରଖି ଫ୍ରାଞ୍ଚାଇଜ ଶୁଭମନ ଗିଲଙ୍କୁ ଅଧିନାୟକ ଦାୟିତ୍ୱ ଦେଇଛନ୍ତି । ସେହିପରି ଗତ ଆଇପିଏଲରେ ଶୁଭମନ ଗିଲ ସର୍ବାଧିକ ସ୍କୋରର ହୋଇଥିଲେ । ସେ ମ୍ୟାଚରେ ୮୯୦ ରନ କରିଥିଲେ । ଏହାସହ ବିଶ୍ୱକପରେ ବି ସେ ଟିମ ଇଣ୍ଡିଆ ପାଇଁ ଭଲ ପ୍ରଦର୍ଶନ କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button