ଦେଶ

ବର୍ଷାରେ ଉବୁଟୁବୁ ଚେନ୍ନାଇ – Ibnodisha

[ad_1]

ବର୍ଷା ପବନକୁ ଦୃଷ୍ଟିରେ ଚେନ୍ନାଇ ଏୟାରପୋର୍ଟକୁ ରାତି ସାଢ଼େ ଏଗାରଟା ଯାଏ ବନ୍ଦ ରଖାଯାଇଛି । ବହୁ ବିମାନ ଚଳାଚଳ ବାତିଲ ହୋଇଛି । ଗତକାଲି ରାତିରୁ ଅହରହ ବର୍ଷା ହେଉଛି । ଚେନ୍ନାଇ ସମେତ କାଞ୍ଚିପୁରମ, ତିରୁଭାଲୁର ଓ ଚେଙ୍ଗାପାଲୁଟ ଜିଲ୍ଲାରେ ବି ବିତ୍ପାତ ଆଣିଛି ବର୍ଷା । ପାଣିପାଗ ବିଭାଗ ଆଜି ପାଇଁ ତାମିଲାନାଡୁ ଓ ପୁଡୁଚେରୀ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ଫଳରେ ଆଗକୁ ଆହୁରି ଭୟଙ୍କର ସ୍ଥିତି ସୃଷ୍ଟି ହୋଇପାରେ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button