ରାଜ୍ୟ

ବାତ୍ୟାକୁ ନେଇ ସତର୍କ କରାଇଲେ ଏସଆରସି – Ibnodisha

[ad_1]

ଭୁବନେଶ୍ୱର : ବର୍ଷା ନେଇ ସତର୍କ କରାଇଲେ ଏସଆରସି ସତ୍ୟବ୍ରତ ସାହୁ । ପବନ ନୁହେଁ ବର୍ଷା ପାଇଁ ପ୍ରଭାବ ପଡିପାରେ । ବିଶେଷକରି ଦକ୍ଷିଣ ଓଡିଶା ଜିଲ୍ଲା ପ୍ରଭବିତ ହେବା ଆଶଙ୍କା । ମାଲକାନଗିରି , କୋରାପୁଟ, ରାୟଗଡା, ଗଜପତି ପ୍ରଭାବିତ ହେବ । ବର୍ଷ ଯୋଗୁଁ ମଟି ଅତଡ ଧସିବା ଓ ଗଛ ଉପୁଡିବା ଆଶଙ୍କା ରହିଛି । ଏଥିପାଇଁ ସ୍ୱତନ୍ତ୍ର ଭାବେ ୫ ଓଡ୍ରାଫ, ୮ଟି ଫାୟାର ଟିମ୍ ପଠାଇଛୁ । ୬ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବା ବାରଣ । ଚାଷ ଅମଳ ଷ୍ଟେଜ୍‌ରେ ଥିବାରୁ କ୍ଷତି ହୋଇପାରେ ବୋଲି ଏସଆରସି କହିଛନ୍ତି । ଯଦି ଚାଷ କ୍ଷତି ହେଲା, ଆକଳନ କରି କ୍ଷତିପୂରଣ ଦିଆଯିବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button