ରାଜ୍ୟ

ସୁନ୍ଦରଗଡରେ ଆଜି ସ୍କୁଲ ଛୁଟି – Ibnodisha

[ad_1]

ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁଁ ସୁନ୍ଦରଗଡରେ ଆଜି ସବୁ ସ୍କୁଲ ଛୁଟି ରହିଥିବା ଘୋଷଣା । ସବୁ ସରକାରୀ ଓ ବେସରାକରୀ ସ୍କୁଲ, ଅଙ୍ଗନାବଡି କେନ୍ଦ୍ର ମଧ୍ୟ ଛୁଟି ଘୋଷଣା କରାଯାଇଥିବା ସୂଚନା ରହିଛି । ଲଗାଣ ବର୍ଷାକୁ ଦୃଷ୍ଟରେ ରଖି ସ୍କୁଲ ଛୁଟି ନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button