ଦେଶ

ସହପାଠୀଙ୍କ ଉପରକୁ ଗୁଳି ଚଳାଇ ନିଜେ ଆତ୍ମହତ୍ୟା କଲେ ଛାତ୍ରୀ – Ibnodisha

[ad_1]

ମସ୍କୋ: ରୁଷିଆର ବ୍ରାଇନ୍‌ସ୍କ ସହରର ଏକ ବିଦ୍ୟାଳୟରେ ଜଣେ ୧୪ ବର୍ଷର ନାବାଳିକା ତାଙ୍କ ସହପାଠୀମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହି ଘଟଣାରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ ଜଣ ଛାତ୍ର ଆହତ ହୋଇଛନ୍ତି ।

ତାଙ୍କ ସହପାଠୀ ଛାତ୍ରୀଛାତ୍ରଙ୍କ ଉପରକୁ ଗୁଳି ଚଳାଇବା ପରେ ଛାତ୍ରୀଜଣକ ମଧ୍ୟ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ରୁଷିଆ ପୋଲିସ ଏକ ବିବୃତ୍ତିରେ କହିଛି ଯେ, ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ ଜଣେ ୧୪ ବର୍ଷୀୟା ନାବାଳିକା ସ୍କୁଲ ଭିତରକୁ ପମ୍ପ୍‌-ଆକ୍ସନ ବନ୍ଧୁକ ଆଣିଥିଲେ । ଏହି ବନ୍ଧୁକ ସାହାଯ୍ୟରେ ସେ ସହପାଠୀମାନଙ୍କ ଉପରକୁ ଗୁଳି ଚଳାଇଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button