ରାଜ୍ୟ

କଡା ଗଣ୍ଡା ଆଦାୟ ହେବ: ମୋଦି – Ibnodisha

[ad_1]

ଭୁବନେଶ୍ୱର: ମଦ ବ୍ୟବସାୟୀଙ୍କ ଘରୁ ଶହ ଶହ କୋଟି ଟଙ୍କା ମିଳିବା ଘଟଣା । ଘଟଣାକୁ ନେଇ ଏକ୍ସରେ ପ୍ରତିକ୍ରିୟା ଦେଲେ ପ୍ରଧାନମନ୍ତ୍ରୀ ମୋଦି । ଦେଶବାସୀ ଟଙ୍କାର ପାହାଡ ଦେଖନ୍ତୁ ଓ ତାଙ୍କ ନେତାଙ୍କ ଭାଷଣ ଶୁଣନ୍ତୁ । ଟଙ୍କା ଦେଖନ୍ତୁ ଓ ସେମାନଙ୍କ ନେତାଙ୍କର ଇମାନଦାରୀ ଭାଷଣ ଶୁଣନ୍ତୁ । ଜନତାଙ୍କ ଠାରୁ ଯାହା ଲୁଟିଛି, ତାକୁ କଡାଗଣ୍ଡା ଫେରାଇବାକୁ ପଡିବ । ଏହା ମୋଦିଙ୍କର ଗ୍ୟାରେଣ୍ଟି ବୋଲି ଏକ୍ସରେ ଲେଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

୨୦୧୮ ପରଠୁ ବିଦେଶକୁ ପାଠପଢିବାକୁ ଯାଇଥିବା ୪୦୩ ଭାରତୀୟ ଛାତ୍ରଛାତ୍ରୀଙ୍କ ମୃତ୍ୟୁ, କାନାଡାରେ ସର୍ବାଧିକ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button