ଭାରତୀୟ ବ୍ୟାପାର ମଣ୍ଡଳର ରାଜ୍ୟ ପଦାଧିକାରୀ ଙ୍କ ଚୂଡାନ୍ତ ତାଲିକା ବିଧିବଦ୍ଧ ଭାବେ ଘୋଷଣା

IBN ଓଡିଶା(ବ୍ୟୁରୋ) ଜାତୀୟ ସଭାପତିଙ୍କ ଅନୁମୋଦନ କ୍ରମେ ଭାରତୀୟ ବ୍ୟାପାର ମଣ୍ଡଳର ରାଜ୍ୟ ପଦାଧିକାରୀ ଙ୍କ ଚୂଡାନ୍ତ ତାଲିକା ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି ।ଭାରତୀୟ ବ୍ୟାପାର ମଣ୍ଡଳ ର ରାଜ୍ୟ ସଭାପତି ଶ୍ରୀ ଅଧୀର କୁମାର ଜେନା ଙ୍କ ସୁପାରିଶ କ୍ରମେ ଭାରତୀୟ ବ୍ୟାପାର ମଣ୍ଡଳର ରାଜ୍ୟ କମିଟି ବିଧିବଦ୍ଧ ଭାବରେ ଘୋଷଣା କରାଯାଇଛି l ପ୍ରକାଶ ଥାଉକି ରାଜ୍ୟ ସଭାପତି ଜେନା ମହୋଦୟ ଭାରତୀୟ ଉପଭୋକ୍ତା ସଂରକ୍ଷଣ ସମିତିର ମୁଖପାତ୍ର ଏବଂ ରାଜ୍ୟ ସଭାପତି ରୂପେ ପ୍ରଥମ ଓଡ଼ିଆ ଭାବେ ଦାୟିତ୍ୱ ନେଇଛନ୍ତି l ଶ୍ରୀ ଜେନା ପୂର୍ବରୁ ପିସିସି ର ଦୁଇ ଦୁଇ ଥର ସମ୍ପାଦକ ରୂପେ ମଧ୍ୟ କାର୍ଯ୍ୟ କରିଥିଲେ l ବହୁ କୃଷକ ସଂଗଠନର ନେତୃତ୍ୱ ନେଇ ଶ୍ରୀ ଜେନା ସମଗ୍ର ଓଡିଶା ରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି l ଧର୍ମଶାଳାରେ ଜଣେ ଲଢୁଆ ଯୁବ ନେତା ହିସାବରେ ସେ ଖୁବ ଜଣାଶୁଣା l ରାଜ୍ୟ ପାରାମେଡିକାଲ ସଙ୍ଘ ତଥା କୋଭିଡ ଯୋଦ୍ଧା ମାନଙ୍କ ନେତୃତ୍ୱ ନେଇ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନିଜ ସ୍ୱର କୁ ଶାଣିତ କରିଚ୍ଛନ୍ତି l ଶ୍ରୀ ଜେନାଙ୍କ ସୁପାରିଶ କ୍ରମେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅଂକୁର ସିଂହଲ ରାଜ୍ୟ କମିଟି କୁ ଅନୁମୋଦନକରି ପ୍ରେସ୍ର ରିଲିଜ ମାଧ୍ୟମରେ ଗଣମାଧ୍ୟମ କୁ ଅବଗତ କରାଇଛନ୍ତି l
*ରାଜ୍ୟ ଉପସଭାପତି* (Vice- President ) ରୂପେ
——————————-
ଡ଼କ୍ଟର ସଂଜୀବ କୁମାର ଦାଶ
ଡ଼କ୍ଟର ଅମ୍ବୁଜ ଚନ୍ଦ୍ର ସାହୁ
ଆୟସ କୁମାର ରାଉତ
ତପନ କୁମାର ରାଉତରାୟ
ପ୍ରକାଶ କୁମାର ସ୍ୱାଇଁ
ଈଶ୍ୱର କୁମାର ସିଂହ
ଲଲାଟ କେଶରୀ ପାଲ
ସମୀର ରଞ୍ଜନ ଦେହୁରୀ
ସୁନାମତି ଦୂତିଆଚାନ୍ଦ
*ମହା ସଚିବ* (General Secretary)
————–
ଗିରିଧାରୀ ପ୍ରସାଦ ନାୟକ
*ସଂଗଠନ ସମ୍ପାଦକ* (Organisation Secretary)
———————–
କିଶୋର କୁମାର ସିଂହ
*କୋଷାଧକ୍ଷ* (Treasurer)
ଶୁଭ୍ରଜିତ ପ୍ରଧାନ
*ସମ୍ପାଦକ* (Secretary)
ଡ଼କ୍ଟର କମଳାକାନ୍ତ ବେହେରା
ଆଲୋକ ପଣ୍ଡା
ରାଜଶ୍ରୀ କର
କମଳାକାନ୍ତ ସାମଲ
ଶୁଭ୍ରାଂଶୁ ଶେଖର ସାମଲ
ସୁବାଶିଷ ବେହେରା
ଆଶିଷ ସିଂହ
ରବିରଞ୍ଜନ ବେହେରା
ଜ୍ଞାନରଞ୍ଜନ ଭୁତିଆ
କ୍ଷମାମୟୀ ରଥ
*ଗଣମାଧ୍ୟମ ଦାୟିତ୍ୱ ବାହକ* (Media Incharge)
———–
ରଶ୍ମିରେଖା ପାଳ
ଅମୀୟ କୁମାର ରାଉତରାୟ
ତୁଷାର ଚକ୍ରବର୍ତ୍ତୀ
*ସଂରକ୍ଷକ* (Custodian)
—————
ରମାକାନ୍ତ ଜେନା
ଆଡ଼ଭୋକେଟ ପ୍ରକାଶ ମିଶ୍ର
ଡ଼ଃ ରଜନୀ ପଣ୍ଡା
ଦୀପ୍ତି କର
ମହେଶ୍ୱର ସାହା
*ରାଜ୍ୟ ସଭାପତି ମହିଳା ପ୍ରକୋଷ୍ଠ*
———————————
ଡ଼ଃ ରଶ୍ମିରେଖା ପଣ୍ଡା
*ରାଜ୍ୟ ସଭାପତି ଯୁବ ପ୍ରକୋଷ୍ଠ*
—————————————-
ସଂବିଧାନ ମହାପାତ୍ର