ରାଜ୍ୟ

ଆଇଟି ରେଡ୍ : ହାଇଦ୍ରାବାଦ ଟିମ୍‌ର ତନାଘନା – Ibnodisha

[ad_1]

ବଲାଙ୍ଗୀର : ବଲ୍ୟଙ୍ଗୀର ଜିଲ୍ଲାରେ ହାଇଦ୍ରାବାଦ ଆୟକର ଟିମ୍‌ର ତନାଘନା । ୨୦ ଜଣିଆ ଆଇଟି ଆନାଲିସିସ୍ ଟିମ୍‌ର ତନାଘନା । ସୁଦପଡା ମଦଭାଟିରେ ଆନାଲିସିସ୍ ଚିମ୍ର ଯାଞ୍ଚ । ଟିଟିଲାଗଡ ମଦଭାଟିରେ ୭ ଜଣିଆ ଟିମ୍‌ର ଖୋଳତାଡ । ଟିଟିଲାଗଡ ଏସ୍‌ବିଆଇ ବ୍ରାଞ୍ଚରେ ୩ ଜଣିଆ ଟିମ୍ର ଯାଞ୍ଚ । ରେଡ ବେଳେ ବିପୁଳ ଟଙ୍କା ଜବତ ପରେ ବ୍ୟାପକ ତନାଘନା ।

ଭୁଶୁଡିଲା ଓପିଜିସି ପାଉଁଶ ପୋଖରୀ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button