ରାଜ୍ୟ

ବାଲିଯାତ୍ରା ହରିଲୁଟର ତଦନ୍ତ ହେଉ: ମୋକିମ୍‌ – Ibnodisha

[ad_1]

ଭୁବନେଶ୍ୱର: ବାଲିଯାତ୍ରା ଦୁର୍ନୀତି ପ୍ରସଙ୍ଗରେ ବିଧାୟକ ମହମ୍ମଦ ମୋକିମଙ୍କ ପ୍ରତିକ୍ରିୟା । ସିଏମସିର ଟିକସ ଲବ୍ଧ ଟଙ୍କାରେ ବାଲିଯାତ୍ରା ଆୟୋଜନ । ଖୋଦ ଶାସକ ଦଳର ଜନପ୍ରତିନିଧି ମାନେ ଦୁର୍ନୀତିର ସ୍ୱର ଉଠାଇଛନ୍ତି । ବାଲିଯାତ୍ରା ଗେଟ୍ ଖର୍ଚ୍ଚ ୬ ଲକ୍ଷ କିନ୍ତୁ ୩୨ ଲକ୍ଷର ଟେଣ୍ଡର ହୋଇଛି । ଗେଟ୍‌, ଲେଜର ସୋ, ସବୁଜ ବାଣ ଫୁଟାଇବାରେ ବ୍ୟାପକ ହରିଲୁଟ୍ । ଦୃଢ କାର୍ଯ୍ୟାନୁଷ୍ଠାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବୁ ବୋଲି କହିଛନ୍ତି ମୋକିମ୍ ।

ମାୟାବତୀଙ୍କ ଉତ୍ତରାଧିକାରୀ ଆକାଶ

The post ବାଲିଯାତ୍ରା ହରିଲୁଟର ତଦନ୍ତ ହେଉ: ମୋକିମ୍‌ appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button