ଦେଶ

ଛତିଶଗଡ ମୁଖ୍ୟମନ୍ତ୍ରୀ ହେବେ ବିଷ୍ଣୁଦେଓ ସାଏ – Ibnodisha

[ad_1]

ଛତିଶଗଡ: ବିଷ୍ଣୁଦେବ ସାଏ ହେବେ ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ। ବିଧାୟକ ଦଳ ବୈଠକରେ ବିଷ୍ଣୁଦେଓ ସାଏଙ୍କ ନାଁରେ ମୋହର । ୮ ଦିନ ପରେ ମୁଖ୍ୟମନ୍ତ୍ରୀ ନାଁ ଘୋଷଣା କଲା ବିଜେପି। କୁଙ୍କୁରୀ ସଂରକ୍ଷିତ ଆସନରୁ ବିଜୟୀ ହୋଇଛନ୍ତି ବିଷ୍ଣୁଦେଓ। ୨୦୨୦ରୁ ୨୦୨୨ ରାଜ୍ୟ ବିଜେପି ସଭାପତି ଦାୟିତ୍ୱ ତୁଲାଇଥିଲେ।

ବାପା ଠାରୁ ଟଙ୍କା ଆଣିବା ପାଇଁ ନିଜକୁ ଅପହରଣ କରିବା ନାଟକ ରଚିଥିଲା ପୁଅ, ପୋଲିସ କଲା ଗିରଫ

 

 

The post ଛତିଶଗଡ ମୁଖ୍ୟମନ୍ତ୍ରୀ ହେବେ ବିଷ୍ଣୁଦେଓ ସାଏ appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button