ଦେଶ

ମେହବୁବା ମୁଫ୍‌ତି ଗୃହବନ୍ଦୀ! – Ibnodisha

[ad_1]

ଶ୍ରୀନଗର: ସୁପ୍ରିମ୍‌ କୋର୍ଟ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ବୈଧ୍ୟତା ଉପରେ ରାୟ ଶୁଣାଇବା ଆଗରୁ ଆଜି ‘ପିପୁଲ୍‌ସ୍‌ ଡେମୋକ୍ରେଟିକ୍‌ ପାର୍ଟି’ର (ପିଡିପି) ଅଧ୍ୟକ୍ଷା ମେହବୁବା ମୁଫ୍‌ତି ଗୃହବନ୍ଦୀଙ୍କୁ ତାଙ୍କ ବାସଭବନରେ ବେଆଇନ ଭାବେ ଅଟକ ରଖାଯାଇଥିବା କଥା ଦଳ କହିଛି। ସୁପ୍ରିମ୍‌ କୋର୍ଟ ରାୟ ଦେବା ଆଗରୁ ମଧ୍ୟ ପୁଲିସ ପୁଲିସ ‘ପିଡିପି’ ଅଧ୍ୟକ୍ଷା ମେହବୁବା ମୁଫ୍‌ତିଙ୍କ ବାସଭବନ ଦ୍ବାର ‘ସିଲ୍‌’ କରି ତାଙ୍କୁ ବେଆଇନ ଭାବେ ଗୃହବନ୍ଦୀ କରିଛି। ମେହବୁବା ମୁଫ୍‌ତିଙ୍କ ପରେ ‘ନ୍ୟାସ୍‌ନାଲ୍‌ କନ୍‌ଫରେନ୍‌ସ୍‌’ ନେତା ଦାବି କରିଛନ୍ତି ଯେ, ଓମାର୍‌ ଅବ୍ଦୁଲ୍ଲାଙ୍କୁ ମଧ୍ୟ ଗୃହବନ୍ଦୀ କରାଯାଇଛି। କିନ୍ତୁ, ଜମ୍ମୁ ଓ କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି ଧାରା ୩୭୦ ଉପରେ ସୁପ୍ରିମ୍‌ କୋର୍ଟଙ୍କ ରାୟ ପୂର୍ବରୁ ଗୃହବନ୍ଦୀ କିଂବା କାହାରିକୁ ଗିରଫ କରାଯିବା କଥା ସମ୍ପୂର୍ଣ୍ଣ ଭିତ୍ତିହୀନ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button