ରାଜ୍ୟ

ଯନ୍ତ୍ରୀ ଓ ପତ୍ନୀଙ୍କୁ ଜେଲ୍ ଦଣ୍ଡ – Ibnodisha

[ad_1]

ଭୁବନେଶ୍ୱର : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଦମ୍ପତିଙ୍କୁ ସଜା । ପୂର୍ବତନ ନିର୍ବାହୀ ଯନ୍ତ୍ରୀ ସୀମାଦ୍ରି ନାୟକ ଓ ପତ୍ନୀଙ୍କୁ ଦଣ୍ଡାଦେଶ । ଉମରକୋଟ ଆରଡବ୍ଲ୍ୟୁ ଡିଭିଜନ ପୂର୍ବତନ ନିର୍ବାହୀ ଯନ୍ତ୍ରୀ ସୀମାଦ୍ରି ନାୟକ । ସୀମାଦ୍ରିଙ୍କୁ ୩ ବର୍ଷ ଜେଲ ଓ ପତ୍ନୀଙ୍କୁ ୧ ବର୍ଷ ଜେଲ ଦଣ୍ଡାଦେଶ । ଦମ୍ପତିଙ୍କୁ ଜେଲ ଦଣ୍ଡାଦେଶ ଦେଲେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ।

ହତ୍ୟା : ମା’ ପୁଅ ଗିରଫ

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button