ରାଜ୍ୟ

ଆଜି ନାମାଙ୍କନ ଭରିବେ ଜୁଏଲ ଓରାମ – Ibnodisha

[ad_1]

ସୁନ୍ଦରଗଡ : ଗୁରୁବାର ବିଜେପିର ହେବିୱେଟ ନେତା ପୂର୍ବତନ କେନ୍ଦ୍ରମନ୍ତ୍ରୀ, ସୁନ୍ଦରଗଡ ଲୋକସଭା ପ୍ରାର୍ଥୀ ଜୁଏଲ ଓରାମ ନାମାଙ୍କନ ପତ୍ର ଦାଖଲ କରିବେ। ସେ ନିଜ ଗାଁ ବଣାଇରେ ନିଜ ଅଧିଷ୍ଠାତ୍ରୀ ଦେବୀ ଓ ଗାଁ ମନ୍ଦିରରେ ପୁଜାଚ୍ଚର୍ନା କରିବା ପରେ ବିଶାଳ ପଟୁଆରରେ ଆସି ସୁନ୍ଦରଗଡ ଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ ପତ୍ର ଦାଖଲ କରିବେ। ସାଙ୍ଗରେ ତାଙ୍କ ଧର୍ମପତ୍ନୀ ମଧ୍ୟ ଉପସ୍ଥିତ ଅଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button