ଦେଶ

ପଦ ଫେରିପାଇଲେ ତେଲେଙ୍ଗାନା ଡିଜିପି ଅଞ୍ଜନୀ କୁମାର – Ibnodisha

[ad_1]

ତେଲେଙ୍ଗାନା: ତେଲେଙ୍ଗାନା ଡିଜିପି ଅଞ୍ଜନୀ କୁମାରଙ୍କ ଉପରୁ ଉଠିଲା ନିଲମ୍ବନ । ନିଲମ୍ବନ ଆଦେଶ ଉଠାଇ ନେଲେ ଭାରତୀୟ ନିର୍ବାଚନ କମିଶନ । ଡିସେମ୍ବର ୩ରେ ଭୋଟ ଗଣତି ଦିନ ବିବାଦୀୟ ହୋଇଥିଲେ ଅଞ୍ଜନୀ । ଭୋଟ ଗଣତି ଚାଲିଥିବା ବେଳେ ରେବାନ୍ତ ରେଡ୍ଡିଙ୍କ ଘରେ ପଂହଚିଥିଲେ ଡିଜିପି । ଫୁଲତୋଡା ଦେଇ ବିଜୟ ପାଇଁ ଶୁଭେଚ୍ଛା ଜଣାଇଥିଲେ ଅଞ୍ଜନୀ । ଘଟଣା ସାମ୍ନାକୁ ଆସିବା ପରେ ଅଞ୍ଜନୀଙ୍କୁ ସସ୍‌ପେଣ୍ଡ କରିଥିଲେ ଇସିଆଇ ।

ଟୁ-ଲେଟ୍ ଲେଖିଲେ ଫାଇନ୍ !

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button