ଅପରାଧ

ବାପା ମୁହଁକୁ ଗରମ ପାଣି ଛାଟିଲା ଝିଅ – Ibnodisha

[ad_1]

ଭୁବନେଶ୍ୱର : ବାପା ମୁହଁକୁ ଗରମ ପାଣି ଛାଟିଲା ଝିଅ । ଭରତପୁର ଥାନା ନିକଟ ଭରତପୁର ବସ୍ତିରେ ଅଭାବନୀୟ ଘଟଣା । ପାରିବାରିକ କଳହକୁ ନେଇ ବାପା ଉପରକୁ ଗରମ ପାଣି ଛାଟିଲା । ଗୁରୁତର ବାପା ମେଡିକାଲରେ ଭର୍ତ୍ତି , ଝିଅ ଥାନାରେ ଅଟକ । ଗରମ ପାଣି ମାଡରେ ବାପାର ଗୋଟିଏ ଆଖି ନଷ୍ଟ ହୋଇଥିବା ସୂଚନା ।

ଯେଉଁମାନେ ମୋ ପାଇଁ କଣ୍ଟା ବିଛାଇଥିଲେ ଏବେ ତାହା ଫୁଲରେ ପରିଣତ ହୋଇଛି: ଅର୍ଚ୍ଚନା ନାଗ

The post ବାପା ମୁହଁକୁ ଗରମ ପାଣି ଛାଟିଲା ଝିଅ appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button